ଆନ୍ଦୋଳନ ପ୍ରତ୍ୟାହୃତ କଲା ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ

ଭୁବନେଶ୍ୱର: ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାଯାଇଛି। ଡ଼୍ରାଇଭର ଏକତା ମହାମଞ୍ଚ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଡ଼ିଜି ଓ ସିପିଙ୍କ ଭେଟି ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଗଲା। ଗତକାଲିର ଆନ୍ଦୋଳନରେ ହାତରେ ସ୍ଲେଟ ଧରାଇ ଫଟୋ ଉଠାଇ ଅପମାନିତ କଲାଭଳି ଓ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରିଥିଲା ସ୍ମାର୍ଟ ସିଟି ଅନ ଲାଇନ ଅଟୋ ଗୃପ।ଆଜି ଡ଼ିଜିଙ୍କ ଠାରୁ … Continue reading ଆନ୍ଦୋଳନ ପ୍ରତ୍ୟାହୃତ କଲା ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ଚାଳକ ସଂଘ